Thu. Mar 28th, 2024

ମୁଣ୍ଡବିନ୍ଧୁଛି ତ , ତୁରନ୍ତ ଆପଣାନ୍ତୁ ଏହି ଉପାୟ

1 min read
Spread the love

ଅଦା : ମୁଣ୍ଡବିନ୍ଧା ସମସ୍ୟା ଲାଗି ଅଦାଠାରୁ ଆଉ କୌଣସି ଭଲ ଉପାୟ ଆଦୌ ହେଲେ ବି କିଛି ନାହିଁ। ତେଣୁ ଏଥିପାଇଁ ଆପଣଙ୍କୁ ଅଦାକୁ ନେଇ ତାହାକୁ ପାଣିରେ ମିଶାଇକି ଭଲ ଭାବରେ ଫୁଟାଇବାକୁ ହେବ। ଏହାପରେ ଆପଣ ଏହାକୁ ଛାଣିକରି ଏହାର ପାଣିକୁ ସେବନ କରନ୍ତୁ।
ଲେମ୍ବୁ ରସ: ଯଦି ଆପଣ ମୁଣ୍ଡବିନ୍ଧାଜନିତ ସମସ୍ୟା ପାଇଁ ଚିନ୍ତିତ ରହୁଥା’ନ୍ତି ,ତେବେ ଆପଣ କିଛି ଅଦାର ରସ ସହିତ ଲେମ୍ବୁ ରସକୁ ଏକାସାଥିରେ ମିଳାଇ ଏହାକୁ ଦିନକୁ ଦୁଇ ଥର ଭାବରେ ସେବନ କରନ୍ତୁ। ତୁରନ୍ତ ହିଁ ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇଯିବେ।

ପୋଦିନା ପତ୍ର: ଏଥିସହିତ ଯେତେବେଳେ ଆପଣ ମୁଣ୍ଡବିନ୍ଧା ହେଉଥିବାର ଅନୁଭବ କରୁଛନ୍ତି ,ସେତେବେଳେ ଆପଣ ପୋଦିନା ପତ୍ରର ରସକୁ ମୁଣ୍ଡ ମଧ୍ୟରେ ଲଗାଇଦିଅନ୍ତୁ। ଏହା କରିବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଯିବ ।
ଲବଙ୍ଗ:- ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ହେଲେ ,ଆପଣଙ୍କୁ ଲବଙ୍ଗକୁ ପେସିକରି ଏକ କପଡ଼ାରେ ବାନ୍ଧିବାକୁ ହେବ।ଏହାପରେ ଆପଣ ଏହାକୁ ଟିକେ -ଟିକେ ସମୟ ବ୍ୟବଧାନରେ ସେହିପର୍ଯ୍ୟନ୍ତ ଏହି ଲବଙ୍ଗର ବାସ୍ନାକୁ ଶୁଂଙ୍ଘନ୍ତୁୁ,ଯେଉଁପର୍ଯ୍ୟନ୍ତ କି ଆପଣଙ୍କୁ ଆରାମ ନ ମିଳିଛି।

Leave a Reply

Your email address will not be published.

Copyright © All rights reserved.