Sat. Feb 28th, 2026

ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, ୧୭ ଜଣଙ୍କ ନାମରେ ଏଫ୍‌ଆଇଆର୍‌

1 min read
Spread the love

ଦୁମୁକା: ଝାଡ଼ଖଣ୍ଡର ମୁଫାସିଲ ଥାନା କାଠିକୁଣ୍ଡ ଅଞ୍ଚଳର ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସମ୍ପୃକ୍ତ ମହିଳା ଥାନାରେ ୧୭ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ସେ ତାଙ୍କ ସ୍ବାମୀ ଏବଂ ପୁଅଝିଅଙ୍କ ସହ ହାଟରୁ ନିଜ ଘରକୁ ଫେରୁଥିଲେ। କିଛି ଦୁର୍ବୃତ୍ତ ବାଟରେ ସେମାନଙ୍କୁ ଅଟକାଇ ପ୍ରଥମେ ତାଙ୍କ ସ୍ବାମୀଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ମହିଳା

Copyright © All rights reserved.