Tue. Jul 21st, 2026

ଦେବାଳିଆ ଟେଲିକମ୍‌ କମ୍ପାନିଙ୍କ ଉପରେ ବ୍ୟାଙ୍କର ପଡ଼ିରହିଛି ୪୨ ହଜାର କୋଟି

1 min read
Spread the love

ନୂଆଦିଲ୍ଲୀ : ଦେବାଳିଆ ଟେଲିକମ୍ କମ୍ପାନି ଗୁଡ଼ିକ ଉପରେ ଭାରତୀୟ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୪୨ ହଜାର କୋଟି ଟଙ୍କା ପଡ଼ିରହିଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ସହମତି ନରହିବା ସହିତ ଅଦାଲତରେ ମାମଲା ଶୀଘ୍ର ଫଇସଲା ନହେବା କାରଣରୁ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ପରିମାଣ ଦିନକୁ ଦିନ ବଢ଼ିଚାଲିଛି। ଭାରତରେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ସ୍ଥିତି ଖରାପ ସ୍ଥିତିରେ ରହିଛି। ଏହି ପରିସ୍ଥିତିରେ ଦେବାଳିଆ ଟେଲିକମ କମ୍ପାନି ଗୁଡ଼ିକର ଋଣ ଆଦାୟ ପ୍ରକ୍ରିୟା ବିଳମ୍ବ ହେବା ‌ଯୋଗୁଁ ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି।

Copyright © All rights reserved.