Wed. Jan 14th, 2026

ବଲିଉଡ୍‌ର ମହଙ୍ଗା ଚଳଚ୍ଚିତ୍ର ‘ଫାଇଟର୍’!

1 min read
Spread the love

ବଲିଉଡ୍‌ର ଡ୍ୟାନ୍ସିଂ ହିରୋ ହ୍ରିତିକ୍‌ ରୋସନ ଓ ଦୀପିକା ପାଦୁକୋଣଙ୍କ ଚଳଚ୍ଚିତ୍ର ‘ଫାଇଟର୍‌’ ବଲିଉଡ୍‌ର ସବୁଠାରୁ ବ୍ୟୟବହୁଳ ଚଳଚ୍ଚିତ୍ର ହୋଇପାରେ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବଲିଉଡ୍‌ରେ ଜୋରଦାର ଚର୍ଚ୍ଚା ଚାଲିଛି। ହ୍ରିତିକ୍‌ଙ୍କ ଜନ୍ମଦିନ ଅବସରରେ ଫିଲ୍ମର ସୁଟିଂ ଆରମ୍ଭ ପାଇଁ ଘୋଷଣା ହୋଇଥିଲା। ଏଥିରେ ସେ ଏୟାରଫୋର୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହେବ। ଯଦି ସବୁ ଠିକ୍‌ଠାକ୍‌ ରୁହେ, ତେବେ ୨୦୨୨‌‌ରେ ଏହା ବଡ଼ପରଦାରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

Copyright © All rights reserved.