ମାକୁ କଟୁରିରେ ହାଣି ମାରିଦେଲା ପୁଅ
1 min read
ଖଇରା: ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ମାକୁ କଟୁରିରେ ହାଣି ମାରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମିରିପୁରଖଇରା ଗ୍ରାମରେ। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ମିରିପୁରଖଇରା ଗ୍ରାମର ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ଶିଅଳ ନିଶାସକ୍ତ ଅବସ୍ଥାରେ ନିଜ ମା ମଣି ଶିଅଳକୁ ଏକ ଧାରୁଆ କଟୁରିରେ ହାଣିଦେଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଖଇରା: ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ମାକୁ କଟୁରିରେ ହାଣି ମାରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମିରିପୁରଖଇରା ଗ୍ରାମରେ। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ମିରିପୁରଖଇରା ଗ୍ରାମର ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ଶିଅଳ ନିଶାସକ୍ତ ଅବସ୍ଥାରେ ନିଜ ମା ମଣି ଶିଅଳକୁ ଏକ ଧାରୁଆ କଟୁରିରେ ହାଣିଦେଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।