Sat. Feb 28th, 2026

ତଲାକ୍‌ କହି ୩ ଥର ପତ୍ନୀଙ୍କୁ ହାଣିଲା ସ୍ୱାମୀ

1 min read
Spread the love

ବାଲେଶ୍ୱର: ପାରିବାରିକ କଳହର କରୁଣ ପରିଣତି ବୁଧବାର ବାଲେଶ୍ୱର ଜିଲ୍ଲାର ରେମୁଣା ଅଂଚଳରେ ଦେଖିବାକୁ ମିଳିଛି। ଜଙ୍କିରାଇ ଗାଁର ଜୈନୁଲ ଖାଁ ନିଜର ସ୍ତ୍ରୀ ରସିଦା ବିବିଙ୍କୁ ତଲାକ୍‌ କହି ୩ଥର ହାଣିଛି। ଆକ୍ରମଣର ଶିକାର ହୋଇ ରସିଦା ଚିତ୍କାର କରୁଥିବା ବେଳେ ଜୈନୁଲ ମାଂସକଟା ଚାପଡ଼ରେ ହାଣୁଥିଲା। ରସିଦାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published.

Copyright © All rights reserved.