Sat. Feb 28th, 2026

ଆନ୍ଦୋଳନ ଶେଷ କରି ସମସ୍ୟା ସମାଧାନ ଲାଗି କେନ୍ଦ୍ର ସହ କାର୍ଯ୍ୟ କରିବାକୁ କୃଷକମାନଙ୍କୁ ନିବେଦନ କରିବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

1 min read
Spread the love

ନୂଆଦିଲ୍ଲୀ: ଆନ୍ଦୋଳନ ଶେଷ କରି ସମସ୍ତ ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ କରିବାକୁ ଆଜି କୃଷକମାନଙ୍କୁ ନିବେଦନ କରିବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ପ୍ରାପ୍ତ ସୂଚନା ଅନୁସାରେ, କୃଷକମାନଙ୍କ ନିମନ୍ତେ ସରକାରରଙ୍କ ପ୍ରସ୍ତାବ ଏବଂ ‘ଏମ୍‌ଏସ୍‌ପି’ ଚାଲୁ ରହିବା ପ୍ରତିଶ୍ରୁତି ସଂକ୍ରାନ୍ତରେ ଆଜି କୃଷିମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିବେ।ବୁଧବାର ଦିନ ନୂତନ କୃଷି ଆଇନ୍‌ ସଂଶୋଧନ ନିମନ୍ତେ କେନ୍ଦ୍ରର ଚିଠା ପ୍ରସ୍ତାବକୁ କୃଷକ ନେତାମାନେ ପ୍ରତ୍ୟାଖାନ କରିବା ପରେ ତୋମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉକ୍ତ ବୈଠକରେ ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍‌ ମଧ୍ୟ ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ: ଆନ୍ଦୋଳନ ଶେଷ କରି ସମସ୍ତ ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ କରିବାକୁ ଆଜି କୃଷକମାନଙ୍କୁ ନିବେଦନ କରିବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।ପ୍ରାପ୍ତ ସୂଚନା ଅନୁସାରେ, କୃଷକମାନଙ୍କ ନିମନ୍ତେ ସରକାରରଙ୍କ ପ୍ରସ୍ତାବ ଏବଂ ‘ଏମ୍‌ଏସ୍‌ପି’ ଚାଲୁ ରହିବା ପ୍ରତିଶ୍ରୁତି ସଂକ୍ରାନ୍ତରେ ଆଜି କୃଷିମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିବେ।ବୁଧବାର ଦିନ ନୂତନ କୃଷି ଆଇନ୍‌ ସଂଶୋଧନ ନିମନ୍ତେ କେନ୍ଦ୍ରର ଚିଠା ପ୍ରସ୍ତାବକୁ କୃଷକ ନେତାମାନେ ପ୍ରତ୍ୟାଖାନ କରିବା ପରେ ତୋମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉକ୍ତ ବୈଠକରେ ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍‌ ମଧ୍ୟ ଉପସ୍ଥିତ ଥିଲେ।

Copyright © All rights reserved.