Tue. Aug 12th, 2025

ସିଏଏ ନେଇ ଗର୍ଜିଲେ ଅମିତଶାହ:ବିଜେପି

1 min read
Spread the love

ଯୋଧପୁର,: ସିଏଏ ନେଇ ଭାଜପା ପଛକୁ ହଟିବନି। ରାହୁଲ ଗାନ୍ଧୀ ଏସମ୍ପର୍କରେ ସମ୍ପୂର୍ଣ୍ଣ ଜାଣି ନାହାଁନ୍ତି। ତେଣୁ ସେ ଏହାର ବିରୋଧ କରୁଛନ୍ତି। ଆବଶ୍ୟକ ପଡ଼ିଲେ ରାହୁଲଙ୍କ ପାଖକୁ ଏହାର ଇଟାଲୀ ଭାଷାରେ ଅନୁବାଦ ପଠାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜସ୍ଥାନ ଯୋଧପୁରରେ ଆୟୋଜିତ ସିଏଏ ସମର୍ଥନ ସଭାରେ କହିଛନ୍ତି। ସିଏଏ ଉପରେ ବିରୋଧି ଦଳଙ୍କ ସହିତ ଆଲୋଚନା ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି। ବିରୋଧି ଦଳଗୁଡ଼ିକ ଜାଣିଶୁଣି ସିଏଏ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।

Copyright © All rights reserved.