ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକ ପ୍ରିୟ ନେତା
1 min read
ବିଶ୍ୱର ସବୁଠାରୁ ଲୋକ ପ୍ରିୟ ନେତା ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆମେରିକା ରାଷ୍ଟ୍ରପତି ଜୋ ବାଡେନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବେନେସ ଭଳି ନେତାଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି । ମର୍ଣ୍ଣିଙ୍ଗ କନସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ଦ୍ୱାରା ଜାରି ଏହି ରିପୋର୍ଟ ୧୭ ରୁ ୨୩ ଅଗଷ୍ଟ ୨୦୨୨ ମଧ୍ୟରେ ସଦ୍ୟ ତଥ୍ୟ ଉପରେ ଆଧାରିତ ।