Sun. Aug 10th, 2025

ଦୀପିକା ପାଦୁକୋନ୍‌ଙ୍କ ପୂର୍ବତନ ବୟଫ୍ରେଣ୍ଡ ନିହାର ଗାୟିକା ନେତି ମୋହନଙ୍କୁ ଭାଲେଣ୍ଟାଇନ୍‌ ଡେ ରେ କରିବେ ବିବାହ

1 min read
Spread the love

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ନିହାର ପାଣ୍ଡ୍ୟା ଗାୟିକା ନେତି ମୋହନଙ୍କୁ ଭାଲେଣ୍ଟାଇନ୍‌ ଡେରେ ବିବାହ କରିବେ। ପୂର୍ବରୁ ଦୀପିକାଙ୍କ ସହିତ ନିହାରଙ୍କ ଆଫେୟାର୍ସ ନେଇ ଅନେକ ଚର୍ଚ୍ଚା ହୋଇଥିବାବେଳେ ଏବେ ନେତିଙ୍କ ସହିତ ବିବାହ ନିଷ୍ପତ୍ତି ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି। ନେତିଙ୍କୁ ଜୀବନ ସାଥୀ କରିବା ନିଷ୍ପତ୍ତି ନେଇ ଖୁବ୍‌ ଖୁସି ବୋଲି ନିହାର କହିଛନ୍ତି। ଭାଲେଣ୍ଟାଇନ୍‌ ଡେରେ ନେତିଙ୍କୁ ଜୀବନସାଥୀ କରିବା ପାଇଁ ନିହାର ବେଶତ ଉତ୍ସୁକତାର ଅପେକ୍ଷା କରିଛନ୍ତି।

Copyright © All rights reserved.