ଅନ୍ୟାନ୍ୟ ରାଜନୀତି ଦେଶରେ ମୋ ପୂର୍ବରୁ ୧୩ ଜଣ ପ୍ରଧାନମନ୍ତ୍ରୀ ଗଲେଣି, କିନ୍ତୁ ପ୍ରଧାନମନ୍ତ୍ରୀ ଆସନ ପାଖରେ ଲାଗିଥିବା ଫଳକରେ ମାତ୍ର ୩ ଜଣଙ୍କ ନାଁ ଲେଖା ରହିଛି, ଏପରି କାହିଁକି : ମୋଦି 6 years ago sanjayakumar ନୂଆଦିଲ୍ଲୀ : ଆଜି ଥିଲା ୧୬ଶ ଲୋକସଭାର ଶେଷ ଦିନ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିଦାୟୀ ଅଭିଭାଷଣରେ ନିଜର ସରକାରର ସଫଳତା...