Mon. Sep 7th, 2026

ପ୍ଲେଷ୍ଟୋର୍‌ରୁ ପେଟିଏମ୍ ହଟିବା ପରେ ପୁଣି ଫେରିଲା

1 min read
Spread the love

ନୂ୍ଆଦିଲ୍ଲୀ : ବିଷୟବସ୍ତୁ ବା କଣ୍ଟେଣ୍ଟ୍‌କୁ ନେଇ ରହିଥିବା ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ପେଟିଏମ୍‌ ଆପ୍‌କୁ ଆଜି ହଟାଇ ଦିଆଯାଇଥିଲା। ଅବଶ୍ୟ କିଛି ଘଣ୍ଟାର ବ୍ୟବଧାନ ପରେ ଏହି ଆପ୍‌ ପୁଣି ପ୍ଲେଷ୍ଟୋର୍‌ରେ ଉପଲବ୍ଧ ହୋଇଥିଲା। ପେଟିଏମ୍ ପକ୍ଷରୁ ପେଟିଏମ୍ ଫାଷ୍ଟ୍‌ ଗେମ୍ ନାମକ ଆପ୍‌କୁ ମୂଳ ଆପ୍ ସହ ଯୋଡ଼ାଯାଇଥିଲା। ଗୁଗୁଲ୍‌ର ପ୍ଲେ’ର ନୀତିକୁ ତାହା ଉଲ୍ଲଂଘନ କରିଥିଲା।

Copyright © All rights reserved.