Wed. Jan 14th, 2026

ରୟାଲ୍‌ ଏନ୍‌ଫିଲ୍‌ଡ ମିଟିଅର ୩୫୦ ଆସିଲା

1 min read
Spread the love

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ରୟାଲ ଏନଫିଲ୍‌ଡ ମିଟିଅର ୩୫୦ର ଉନ୍ମୋଚନ ଆଜି ଭାରତରେ କରାଯାଇଛି। ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧ ଲକ୍ଷ ୭୬ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ୩ଟି ଭାରିଆଣ୍ଟରେ ଏହି ନୂଆ ମିଟିଅର ଉପଲବ୍ଧ ହେବ। ସେଗୁଡ଼ିକ ହେଲା ମିଟିଅର ୩୫୦ ଫାୟାରବଲ। ମିଟିଅର ୩୫୦ ଷ୍ଟେଲାର ଏବଂ ମିଟିଅର ୩୫୦ ସୁପରନୋଭା। ଏଗୁଡ଼ିକର ଏକ୍ସ ସୋରୁମ୍ ମୂଲ୍ୟ ଯଥାକ୍ରମେ ୧,୭୫,୮୨୫ ଟଙ୍କା, ୧,୮୧,୩୪୨ ଟଙ୍କା ଏବଂ ୧,୯୦,୫୩୬ ଟଙ୍କା ରହିଛି।

Copyright © All rights reserved.