Mon. Apr 20th, 2026

ସୁଲଭ ମୂଲ୍ୟର ୪ଜି ଫୋନ୍ ଆଣିବ ଏୟାରଟେଲ୍‌

1 min read
Spread the love

ନୂଆଦିଲ୍ଲୀ: ଟେଲିକମ୍ ବଜାରରେ ଏକ ପ୍ରକାର ସ୍ଥିରତା ଫେରିଥିବା ବେଳେ ବଜାର ଭାଗ ‌ହାତେଇବା ଲାଗି ଏୟାରଟେଲ୍‌ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଏହା ସୁଲଭ ମୂଲ୍ୟର ‌୪ଜି ସ୍ମାର୍ଟଫୋନ୍ ବିକଶିତ କରିବା ଉପରେ କାମ କରୁଛି। ଏଥିପାଇଁ ସହଯୋଗୀ ସଂସ୍ଥା ସନ୍ଧାନରେ ବାହାରିଛି କଂପାନି। ‌ସେହି ଫୋନ୍‌କୁ କଂପାନି ନିଜ ନାମରେ କିମ୍ବା ଅନ୍ୟ ବ୍ରାଣ୍ଡ୍‌ ନାମରେ ବଣ୍ଡଲ୍‌ଡ୍‌ ଅଫର ଭାବେ ବଜାରକୁ ଆଣିବ ବୋଲି କୁହାଯାଉଛି।

Copyright © All rights reserved.