Thu. Mar 5th, 2026

୧୦୦୦ ଟଙ୍କାରେ ଆରମ୍ଭ ହୋଇଥିଲା ରିଲାଏନ୍ସ: ମୁକେଶ ଅମ୍ବାନି

1 min read
Spread the love

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ସହ ସ୍ବତନ୍ତ୍ର ଆଲୋଚାନା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ତାଙ୍କ ବାପା ଧୀରୁଭାଇ ଅମ୍ବାନି ଏକ ଟେବୁଲ, ଚୌକିକୁ ଏବଂ ୧୦୦୦ ଟଙ୍କାର ପୁଞ୍ଜି ନେଇ ପାଞ୍ଚ ଦଶନ୍ଧୀ ପୂର୍ବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଆରମ୍ଭ କରିଥିଲେ। ପ୍ରଥମେ ତାହା ଏକ କୁଟୀର ଶିଳ୍ପ ଭଳି ଥିଲା। କିଛି ଦିନ ପରେ କ୍ଷୁଦ୍ର ଶିଳ୍ପ ଏବଂ ଏବେ ବୃହତ ଶିଳ୍ପରେ ପରିଣତ ହୋଇଛି। ଭାରତରେ ପ୍ରତି ଉଦ୍ୟୋଗୀଙ୍କ ପାଖରେ ଧୀରୁଭାଇ ଅମ୍ବାନି ଏବଂ ବିଲ୍‌ ଗେଟସ୍‌ଙ୍କ ଭଳି ଧନୀ ବ୍ୟକ୍ତି ହେବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି।

Copyright © All rights reserved.