Wed. Oct 15th, 2025

ହୋଣ୍ଡାର ନୂଆ ବାଇକ୍ ସିବି୩୫୦ଆର୍‌ଏସ୍‌

1 min read
Spread the love

ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନୂଆ ସିବି୩୫୦ଆର୍‌ଏସ୍‌କୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ହେଉଛି ୧,୯୬,୦୦୦ ଟଙ୍କା। ଗ୍ରାହକମାନେ ହୋଣ୍ଡା ବିଗ୍‌ୱିଙ୍ଗ୍‌ ଡିଲରସିପ୍ କିମ୍ବା କଂପାନିର ଅଫିସିଆଲ୍ ୱେବସାଇଟ୍‌ ଜରିଆରେ ନୂଆ ବାଇକ୍‌ର ବୁକିଂ କରିପାରିବେ। ସାରା ବିଶ୍ବ ପାଇଁ ସିବି୩୫୦ଆର୍‌ଏସ୍‌କୁ କଂପାନି ଭାରତରେ ନିର୍ମାଣ କରୁଛି। ରାଡିଆଣ୍ଟ୍‌ ରେଡ୍‌ ମେଟାଲିକ୍ ଓ ବ୍ଲାକ୍‌ ୱିଥ୍‌ ପର୍ଲ ସ୍ପୋର୍ଟସ୍‌ ୟେଲୋ ରଙ୍ଗରେ ଏହା ଉପଲବ୍ଧ ହେବ।

Copyright © All rights reserved.