Tuesday, January 13, 2026
  • ଓଡ଼ିଆ
WhatsApp chat
Daily Odia Samachar
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
Daily Odia Samachar
No Result
View All Result
Home News

ମମତା ଯୋଜନାରେ ଦୁଇଗୁଣ ହେଲା ସହାୟତା ରାଶି, ଘୋଷଣା କଲେ ରାଜ୍ୟ ସରକାର

Sanjay Kumar by Sanjay Kumar
February 13, 2024
in News
0
ମମତା ଯୋଜନାରେ ଦୁଇଗୁଣ ହେଲା ସହାୟତା ରାଶି, ଘୋଷଣା କଲେ ରାଜ୍ୟ ସରକାର
0
SHARES
27
VIEWS
Share on FacebookShare on Twitter

ରାଜ୍ୟ ସରକାର ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ କରିଥିବା ‘ମମତା ଯୋଜନା’ର ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଏହାକୁ ୧୦ ହଜାର ଟଙ୍କା କରିଦିଆଯାଇଛି ଫଳରେ ଏହି ଯୋଜନାରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ। ଚଳିତ ଫେବ୍ରୁଆରି ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ।

ନୂଆ ନିଷ୍ପତ୍ତି ଅନୁଯାୟୀ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ। ପ୍ରଥମ କିସ୍ତିରେ (ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି। ୧୯ ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ। ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ ମାନଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମା’ ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ମା ଉପକୃତ ହେଉଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି।

Previous Post

ଚର୍ଚ୍ଚାରେ କେନ୍ଦ୍ରାପଡ଼ା ନୂତନ ଜିଲ୍ଲାପାଳ

Next Post

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କମିଲା ବିଦ୍ୟୁତ୍‌ ଦର, ୟୁନିଟ ପିଛା ଏତିକି ହେଲା ହ୍ରାସ

Sanjay Kumar

Sanjay Kumar

Next Post
ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କମିଲା ବିଦ୍ୟୁତ୍‌ ଦର, ୟୁନିଟ ପିଛା ଏତିକି ହେଲା ହ୍ରାସ

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କମିଲା ବିଦ୍ୟୁତ୍‌ ଦର, ୟୁନିଟ ପିଛା ଏତିକି ହେଲା ହ୍ରାସ

  • Trending
  • Comments
  • Latest
Dr. Abinash Samal is on the Business Power List 2020

Dr. Abinash Samal is on the Business Power List 2020

January 3, 2021
The Son of a Laborer is an ISRO Scientist

The Son of a Laborer is an ISRO Scientist

June 18, 2021
Class 10 Physical Science Chapter 1 Odia medium

Class 10 Physical Science Chapter 1 Odia medium

August 23, 2022
What sound is coming from space? You will be surprised to hear

What sound is coming from space? You will be surprised to hear

August 23, 2022
Modi breaks Vajpayee’s record

Modi breaks Vajpayee’s record

0
The Reserve Bank will provide Rs 56,000 crore to the Center

The Reserve Bank will provide Rs 56,000 crore to the Center

0
Mother’s Home Delivery can start with Flipkart

Mother’s Home Delivery can start with Flipkart

0
This world record of Mahendra Singh Dhoni will always be remembered

This world record of Mahendra Singh Dhoni will always be remembered

0
Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

January 13, 2026
Odisha Government to distribute 10 lakh pucca houses under PMAY-G scheme

Odisha Government to distribute 10 lakh pucca houses under PMAY-G scheme

January 9, 2026

Recent News

Follow Us

Browse by Category

  • 10th
  • 10th
  • 9th Class
  • Business
  • Crime
  • Economy
  • Education
  • Entertainment
  • Fashion
  • Food
  • Gaming
  • Health
  • Lifestyle
  • Math
  • Movie
  • News
  • Odia
  • Politics
  • Review
  • Science
  • Spiritual
  • Sports
  • Travel
  • World

Recent News

Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live

© 2020. Designed and Developed by WHI Digital Pvt. Ltd..