Saturday, February 14, 2026
  • ଓଡ଼ିଆ
WhatsApp chat
Daily Odia Samachar
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
Daily Odia Samachar
No Result
View All Result
Home News

ପଶ୍ଚିମବଙ୍ଗ ଭାଜପା ନେତାଙ୍କୁ ରୋକଠୋକ୍‌ ଶୁଣାଇଲେ ଆଇପିଏସ୍‌ ଅଫିସର

Sanjay Kumar by Sanjay Kumar
February 21, 2024
in News
0
ପଶ୍ଚିମବଙ୍ଗ ଭାଜପା ନେତାଙ୍କୁ ରୋକଠୋକ୍‌ ଶୁଣାଇଲେ ଆଇପିଏସ୍‌ ଅଫିସର
0
SHARES
39
VIEWS
Share on FacebookShare on Twitter

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲିରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସନ୍ଦେଶଖାଲିରେ ମହିଳାଙ୍କ ସହ ଯୌନ ହିଂସା ମାମଲାରେ ବିରୋଧି ଦଳ ଭାଜପା ରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ଅନେକ ଭାଜପା ବିଧାୟକ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଆଇପିଏସ ଅଧିକାରୀ ଯଶପ୍ରୀତ ସିଂ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ କେହି ଜଣେ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଡାକିଥିଲେ। ଏହାକୁ ନେଇ ଭାଜପା ବିଧାୟକ ଓ ଆଇପିଏସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛିି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆଇପିଏସ ଅଧିକାରୀ ଯଶପ୍ରୀତ ସିଂଙ୍କୁ କହୁଥିବାର ଶୁଣିବାକୁ ମିଳିଛି ଯେ, ମୁଁପଗଡ଼ି ପିନ୍ଧିଛି ବୋଲି ଆପଣ ମୋତେ ଖଲିସ୍ତାନୀ କହୁଛନ୍ତିି? ଆପଣଙ୍କ ଏତେ ସାହାସ ? ଯଦି କେହି ପୋଲିସ କର୍ମଚାରୀ ପଗଡ଼ି ପିନ୍ଧି ଡ୍ୟୁଟି କରିବେ ତେବେ କଣ ସେ ଖଲିସ୍ତାନୀ ହୋଇଯିବେ ? କ’ଣ ଏହା ଆପଣଙ୍କର ସ୍ତର ? ଆଇପିଏସ ଅଧିକାରୀ ଜଣକ ପଶ୍ଚିମବଙ୍ଗର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନ୍ୟ ଭାଜପା ବିଧାୟକଙ୍କୁ ଏହା କହୁଥିବା ଶୁଣିବାକୁ ମିଳିଛିଳି।

ଆଇପିଏସ ଅଧିକାରୀ ଆହୁରି କହିଛନ୍ତି, ଆପଣ ମୋତେ ଖଲିସ୍ତାନୀ କହୁଛନ୍ତି। ମୁଁ ଆପଣଙ୍କ ବିରୋଧରେ କେସ କରିବି। ମୁଁ ତ ଆପଣଙ୍କ ଧର୍ମ ବିଷୟରେ ଆପଣଙ୍କୁ କିଛି କହିନାହିଁ। ଜଣେ ପୋଲିସ ଅଫିସର ଯିଏ ପଗଡ଼ି ପିନ୍ଧି ଡ୍ୟୁଟି କରୁଛି ତାଙ୍କୁ ଆପଣ ଖଲିସ୍ତାନୀ ଡାକୁଛନ୍ତି।

ଏନେଇ ଭାଜପାର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆମେ ଆଇପିଏସ ଅଧିକାରୀଙ୍କ ବିରୋଧରେ ଏମିତି କିଛି ବୟାନ ଦେଇନାହୁଁ। ଆମେ ସବୁବେଳେ ଜାତୀୟତାବାଦୀ ରାଜନୀତି କରିଥାଉ। ପାକିସ୍ତାନୀ ଓ ଖଲିସ୍ତାନୀଙ୍କୁ ବିରୋଧ କରୁ କିନ୍ତୁ ଆମେ ଜଣେ ପୋଲିସ ଅଫିସରଙ୍କୁ ଏମିତି ନିନ୍ଦନୀୟ ବୟାନ ଦେଇ ପାରିବୁ ନାହିଁ। ଅଫିସର ଜଣକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏମିତି ମିଛ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ହିଁ ଏହି ପ୍ରକାରର ହୀନ ରାଜନୀତି କରି ପାରନ୍ତି। ଆମେ ଗୁରୁ ନାନକ ଓ ଶିଖ ସମୁଦାୟକୁ ବହୁତ ସମ୍ମାନ କରୁ। ସେମାନେ ଦେଶ ସ୍ବାଧୀନତା ବଳିଦାନ ଦେଇଛନ୍ତି। କିନ୍ତୁ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

Previous Post

ଆଜି ୫ ଜିଲାରେ ଗଡ଼ିଲା ୨୫୫ ବସ୍‌, ୯୫% ପଞ୍ଚାୟତକୁ ଯୋଡ଼ିଲା ‘ଲକ୍ଷ୍ମୀ’

Next Post

ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ

Sanjay Kumar

Sanjay Kumar

Next Post
ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ

ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ

  • Trending
  • Comments
  • Latest
Dr. Abinash Samal is on the Business Power List 2020

Dr. Abinash Samal is on the Business Power List 2020

January 3, 2021
The Son of a Laborer is an ISRO Scientist

The Son of a Laborer is an ISRO Scientist

June 18, 2021
Class 10 Physical Science Chapter 1 Odia medium

Class 10 Physical Science Chapter 1 Odia medium

August 23, 2022
What sound is coming from space? You will be surprised to hear

What sound is coming from space? You will be surprised to hear

August 23, 2022
Modi breaks Vajpayee’s record

Modi breaks Vajpayee’s record

0
The Reserve Bank will provide Rs 56,000 crore to the Center

The Reserve Bank will provide Rs 56,000 crore to the Center

0
Mother’s Home Delivery can start with Flipkart

Mother’s Home Delivery can start with Flipkart

0
This world record of Mahendra Singh Dhoni will always be remembered

This world record of Mahendra Singh Dhoni will always be remembered

0
Last Rites Of Ajit Pawar

Last Rites Of Ajit Pawar

January 29, 2026
Aravalli Hill – ‘Illegal mining can cause irreparable damage’: Supreme Court asks for formation of expert committee

Aravalli Hill – ‘Illegal mining can cause irreparable damage’: Supreme Court asks for formation of expert committee

January 21, 2026
Somnath Temple’s 1000 Year Journey

Somnath Temple’s 1000 Year Journey

January 20, 2026
Nabarangpur Girl Banita Das has been Appointed as Asteroid Search Campaign Ambassador by NASA

Nabarangpur Girl Banita Das has been Appointed as Asteroid Search Campaign Ambassador by NASA

January 20, 2026

Recent News

Follow Us

Browse by Category

  • 10th
  • 10th
  • 9th Class
  • Business
  • Crime
  • Economy
  • Education
  • Entertainment
  • Fashion
  • Food
  • Gaming
  • Health
  • Lifestyle
  • Math
  • Movie
  • News
  • Odia
  • Politics
  • Review
  • Science
  • Spiritual
  • Sports
  • Travel
  • World

Recent News

Last Rites Of Ajit Pawar

Last Rites Of Ajit Pawar

January 29, 2026
Aravalli Hill – ‘Illegal mining can cause irreparable damage’: Supreme Court asks for formation of expert committee

Aravalli Hill – ‘Illegal mining can cause irreparable damage’: Supreme Court asks for formation of expert committee

January 21, 2026
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live

© 2020. Designed and Developed by WHI Digital Pvt. Ltd..