Tuesday, January 13, 2026
  • ଓଡ଼ିଆ
WhatsApp chat
Daily Odia Samachar
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
Daily Odia Samachar
No Result
View All Result
Home Entertainment

କାହିଁକି ପାଳନ କରନ୍ତି ହଗ୍‌ ଡେ

Sanjay Kumar by Sanjay Kumar
February 12, 2024
in Entertainment
0
କାହିଁକି ପାଳନ କରନ୍ତି ହଗ୍‌ ଡେ
0
SHARES
55
VIEWS
Share on FacebookShare on Twitter

‘ଆ କେ ତେରି ବାହୋମେଁ, ହର୍‌ ଶାମ୍‌ ଲଗେ ସିନ୍ଦୁରୀ’…। ଏହା କେବଳ ଏକ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ, ବରଂ ଜଣେ ପ୍ରେମିକାର ମନ କଥା। ବାସ୍ତବରେ ପ୍ରେମିକର ବାହୁରେ ନିଜକୁ ହଜାଇ ପ୍ରେମିକାଟିଏ ସବୁବେଳେ ନିଜକୁ ସୁରକ୍ଷିତ ମନେ କରିଥାଏ ଏବଂ ମନରେ ଥିବା ବିଶ୍ୱାସ ଆହୁରି ଦୃଢ଼ ହୋଇଥାଏ। ସେଥିପାଇଁ ତ ପରସ୍ପରକୁ ନିଜ ବାହୁ ବନ୍ଧନରେ ଆବଦ୍ଧ କରିବା ପାଇଁ ପ୍ରେମ ସପ୍ତାହରେ ଏକ ସ୍ବତନ୍ତ୍ର ଦିନ ରହିଛି। ପ୍ରେମ ସପ୍ତାହର ଷଷ୍ଠ ଦିନକୁ ଅର୍ଥାତ୍‌ ଫେବୃଆରୀ ୧୨କୁ ହଗ୍‌ ଡେ’ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଏ। ଯଦିଓ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ଖାସ୍‌ ହୋଇଥାଏ, ତେବେ ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ସବୁଦିନ କିଛି ସ୍ବତନ୍ତ୍ରତା ବହନ କରିଥାଏ। ଆଉ ପ୍ରେମୀଯୁଗଳ ଏହି ଦିନଗୁଡିକୁ ପାଳନ କରି ତାହାକୁ ସ୍ମରଣୀୟ କରିବା ସହ ନିଜ ସମ୍ପର୍କକୁ ଆହୁରି ସୁଦୃଢ କରିଥାନ୍ତି।

ଆଲିଙ୍ଗନ କେବଳ ଶରୀରର ସ୍ପର୍ଶ ନୁହେଁ ବରଂ ଏହା ଜଣଙ୍କର ଅନ୍ୟଜଣଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିବାର ଅବ୍ୟକ୍ତ ମାଧ୍ୟମ। ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଥିବା ଭଲପାଇବା ନିବିଡ଼ ହେବା ସହ ଏକ ନିଆରା ଅନୁଭବ ଆଣିଦେଇଥାଏ। ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବକୁ ବୁଝାଏ। ତେଣୁ ପ୍ରତ୍ୟେକ ପ୍ରେମରେ ଥିବା ପ୍ରତ୍ୟେକ ଯୋଡ଼ା ପରସ୍ପରର ହାତ ଧରିବା, ପରସ୍ପରକୁ ଆଲିଙ୍ଗନ କରିବାକୁ ଭଲ ପାଆନ୍ତି। ତେବେ ଆଲିଙ୍ଗନ କରିବା କେବଳ ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସୀମିତ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜ ମା’ ବାପାଙ୍କୁ, ପିଲାଙ୍କୁ, ସାଙ୍ଗସାଥୀଙ୍କୁ ବିଭିନ୍ନ ସମୟରେ ଆଲିଙ୍ଗନ କରିଥାଏ। ତେବେ ଏହି ଦିବସଟି କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ସମର୍ପିତ ରହିଛି।

Previous Post

ARITHMETIC PROGRESSION IN ODIA – CLASS 10 Exercise-3(b)

Next Post

୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Sanjay Kumar

Sanjay Kumar

Next Post
୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • Trending
  • Comments
  • Latest
Dr. Abinash Samal is on the Business Power List 2020

Dr. Abinash Samal is on the Business Power List 2020

January 3, 2021
The Son of a Laborer is an ISRO Scientist

The Son of a Laborer is an ISRO Scientist

June 18, 2021
Class 10 Physical Science Chapter 1 Odia medium

Class 10 Physical Science Chapter 1 Odia medium

August 23, 2022
What sound is coming from space? You will be surprised to hear

What sound is coming from space? You will be surprised to hear

August 23, 2022
Modi breaks Vajpayee’s record

Modi breaks Vajpayee’s record

0
The Reserve Bank will provide Rs 56,000 crore to the Center

The Reserve Bank will provide Rs 56,000 crore to the Center

0
Mother’s Home Delivery can start with Flipkart

Mother’s Home Delivery can start with Flipkart

0
This world record of Mahendra Singh Dhoni will always be remembered

This world record of Mahendra Singh Dhoni will always be remembered

0
Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

January 13, 2026
Odisha Government to distribute 10 lakh pucca houses under PMAY-G scheme

Odisha Government to distribute 10 lakh pucca houses under PMAY-G scheme

January 9, 2026

Recent News

Follow Us

Browse by Category

  • 10th
  • 10th
  • 9th Class
  • Business
  • Crime
  • Economy
  • Education
  • Entertainment
  • Fashion
  • Food
  • Gaming
  • Health
  • Lifestyle
  • Math
  • Movie
  • News
  • Odia
  • Politics
  • Review
  • Science
  • Spiritual
  • Sports
  • Travel
  • World

Recent News

Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live

© 2020. Designed and Developed by WHI Digital Pvt. Ltd..